ନବକଳେବର ୨୦୧୫ LeT89s T VvAa YyP Zu RzрOm12oDO2r w Xh 89w

ନବକଳେବର
Nabakalebara2015logo.jpeg
'ନବକଳେବର ୨୦୧୫'ର ପ୍ରତିକ ଚିହ୍ନ
ଆରମ୍ଭଚୈତ୍ରମାସ ଶୁକ୍ଳପକ୍ଷ ଦଶମୀ (୨୯ ମାର୍ଚ୍ଚ ୨୦୧୫)
ଶେଷଆଷାଢ଼ ଅମାବାସ୍ୟା (୧୭ ଜୁଲାଇ ୨୦୧୫)
ଘନତା୧୯/ ୧୨/ ୮ ବର୍ଷ
ସ୍ଥାନପୁରୀ ଓ ଅନ୍ୟାନ୍ୟ ଜଗନ୍ନାଥ ମନ୍ଦିର
ଉଦଘାଟନ ହେଲା୧୭୩୩
ଯୋଗଦାନକାରୀଭକ୍ତ
ଯୋଗଦାନ୫୦ଲକ୍ଷ
ପ୍ରକାରଧାର୍ମିକ
ଅଟକଳ୧,୩୦୦ କୋଟି
ପୁରୋଧାଗଜପତି ମହାରାଜା ପୁରୀ
ବେବସାଇଟhttp://nabakalebara.nic.in/index.php

ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ପୁରୁଣା ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରିବାକୁ ନବକଳେବର କୁହାଯାଇଥାଏ । ବିଧି ଅନୁସାରେ ଯେଉଁ ବର୍ଷ ଓଡ଼ିଆ ପାଞ୍ଜିରେ ବର୍ଷକୁ ଦୁଇଟି ଆଷାଢ଼ ମାସ ବା ଯୋଡା ଆଷାଢ଼ ପଡେ, ସେଇ ବର୍ଷ ମହାପ୍ରଭୁଙ୍କ ନବକଳେବର ହୋଇଥାଏ। ଏଥି ପୂର୍ବରୁ ଶ୍ରୀଜିଉମାନଙ୍କର ନବକଳେବର ୧୯୯୬ ମସିହାରେ ହେଇଥିଲା।

ବିଷୟସୂଚୀ

  • ୧ ଦାରୁ ଚିହ୍ନଟ
    • ୧.୧ ସୁଦର୍ଶନଙ୍କ ଦାରୁ
    • ୧.୨ ବଳଭଦ୍ରଙ୍କ ଦାରୁ
  • ୨ ୨୦୧୫ ନବକଳେବର କାର୍ଯ୍ୟସୂଚୀ
  • ୩ ଜଗନ୍ନାଥଙ୍କ ନୀତି
    • ୩.୧ ନେତ୍ରୋତ୍ସବ ଦର୍ଶନ
  • ୪ ପୂର୍ବ ପ୍ରସ୍ତୁତି
  • ୫ ଖର୍ଚ୍ଚ ଅଟକଳ
  • ୬ ଆଧାର

ଦାରୁ ଚିହ୍ନଟ[ସମ୍ପାଦନା]

ସୁଦର୍ଶନଙ୍କ ଦାରୁ[ସମ୍ପାଦନା]

୧୧ ଅପ୍ରେଲ ୨୦୧୫ ମଧ୍ୟରାତ୍ରରେ,[୧] ଖୋର୍ଦ୍ଧା ଜିଲ୍ଲାର ବାଳକାଟୀ ବ୍ଳକ ଅନ୍ତର୍ଗତ ଗଡ଼କଣ୍ଟୁଣିଆ ଗ୍ରାମରେ କୁଆଖାଇ ନଦୀବନ୍ଧ ରାସ୍ତା ପାର୍ଶ୍ୱରେ ଥିବା ଏକ ଲିମ୍ବ ଗଛକୁ ସୁଦର୍ଶନଙ୍କ ଦାରୁ ଭାବେ ଚିହ୍ନଟ କରାଯାଇଥିବା ଘୋଷଣା କରାଯାଇଥିଲା । [୨]

ବଳଭଦ୍ରଙ୍କ ଦାରୁ[ସମ୍ପାଦନା]

୧୬ ଅପ୍ରେଲ ରାତିରେ[୩] ଜଗତସିଂହପୁର ଜିଲ୍ଲାର ଶାରଳା ମନ୍ଦିର (କନକପୁର ଗ୍ରାମ) ନିକଟରେ ବଳଭଦ୍ରଙ୍କ ଦାରୁ ଚିହ୍ନଟ କରାଯାଇଥିବା ଘୋଷଣା କରାଯାଇଛି ।[୪]

୨୦୧୫ ନବକଳେବର କାର୍ଯ୍ୟସୂଚୀ[ସମ୍ପାଦନା]

ଡାହାଣରୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ମା ସୁଭଦ୍ରାଙ୍କ ଦେବଦଳନ ରଥ ଓ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ବାହୁଡ଼ାଯାତ୍ରା, ନବକଳେବର ୨୦୧୫ ବେଳେ ଗୁଣ୍ଡିଚା ମନ୍ଦୀର ସମ୍ମୁଖରେ ଛିଡ଼ା ହୋଇଛନ୍ତି ।

୨୦୧୫ ମସିହାରେ ଅନୁଷ୍ଠିତ ହେଉଥିବା ନବକଳେବରର କାର୍ଯ୍ୟସୂଚୀ:[୫]

  • ୨୯ ମାର୍ଚ୍ଚ ୨୦୧୫, ରବିବାର: ବନଯାଗ ଯାତ୍ରା ଆରମ୍ଭ, ଜଗନ୍ନାଥ ବଲ୍ଲଭ ମଠରେ ରହଣୀ[୬]
  • ୩୦ ମାର୍ଚ୍ଚ ୨୦୧୫, ସୋମବାର: ବିଳମ୍ବିତ ରାତିରେ ଦଇତାପତିମାନେ ଜଗନ୍ନାଥ ବଲ୍ଲଭ ମଠରୁ ଦେଉଳି ମଠ ଅଭିମୁଖେ ଯାତ୍ରା କୋଣାର୍କ କିମ୍ବା ରାମଚଣ୍ଡୀରେ ରାତ୍ରୀଯାପନ
  • ୧ ଅପ୍ରେଲ ୨୦୧୫, ବୁଧବାର: ନରୁଆ ଶଙ୍କରେଶ୍ୱର ମନ୍ଦିରରେ ରାତ୍ରିଯାପନ
  • ୨ ଅପ୍ରେଲ ୨୦୧୫, ଗୁରୁବାର: ଦେଉଳି ମଠରେ ରାତ୍ରିଯାପନ
  • ୩ ଅପ୍ରେଲ ୨୦୧୫, ଗୁରୁବାର: କାକଟପୁର ମା'ମଙ୍ଗଳାଙ୍କ ପାରମ୍ପରିକ ପୂଜାର୍ଚ୍ଚନା
  • ୪ ଅପ୍ରେଲ- ୧୭ ମଇ: ଦାରୁ ଅନ୍ୱେଷନ ଓ ଆନୟନ
  • ୨୯ ମଇ ୨୦୧୫, ଶୁକ୍ରବାର: ରୁକ୍ମିଣୀ ହରଣ ଏକାଦଶୀ
  • ୩୦ ମଇ ୨୦୧୫, ଶନିବାର: ଚମ୍ପକ ଦ୍ୱାଦଶୀ
  • ୩୧ ମଇ ୨୦୧୫, ରବିବାର: ଦଇତାପତିଙ୍କ ଶ୍ରୀମନ୍ଦିର ପ୍ରବେଶ
  • ୧ ଜୁନ ୨୦୧୫, ସୋମବାର: ଚତୁର୍ଥୀ ହୋମ ଓ ସେନାପଟ୍ଟା ଲାଗି
  • ୨ ଜୁନ ୨୦୧୫, ମଙ୍ଗଳବାର: ଦେବସ୍ନାନ ପୂର୍ଣ୍ଣିମା,
  • ୩ ଜୁନ ୨୦୧୫, ବୁଧବାର: ମହାଅଣସର ଆରମ୍ଭ
  • ୫ ଜୁନ - ୧୫ ଜୁନ ୨୦୧୫: ଶ୍ରୀ ଦାରୁବିଗ୍ରହ ଗଠନ ଓ ଯଜ୍ଞ
  • ୧୫ ଜୁନ ୨୦୧୫, ବୁଧବାର: ଗଜପତି ମହାରାଜାଙ୍କଦ୍ୱାରା ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ, ଶ୍ରୀ ନୃସିଂହ ଠାକୁରଙ୍କ ବାହୁଡା ବିଜେ, ବିଳମ୍ବିତ ରାତ୍ରରେ ବ୍ରହ୍ମ ସ୍ଥାନାନ୍ତର, ପାତାଳୀ ଲୀଳା
  • ୨୫ ଜୁନ ୨୦୧୫: ଦଇତାପତି ସେବକମାନେ ମାର୍କଣ୍ଡ ପୁଷ୍କରଣୀରେ ଦଶା ଖଟିବେ, ଲକ୍ଷେ ଲୋକ ମହାପ୍ରସାଦ ସେବନ କରିବେ
  • ୧୧ ଜୁଲାଇ ୨୦୧୫, ଶନିବାର: ଚକାବିଜେ
  • ୧୨ ଜୁଲାଇ ୨୦୧୫, ରବିବାର: ଖଳିଲାଗି ଏକାଦଶୀ
  • ୧୬ ଜୁଲାଇ ୨୦୧୫, ଗୁରୁବାର: ନେତ୍ରୋତ୍ସବ
  • ୧୭ ଜୁଲାଇ ୨୦୧୫, ଶୁକ୍ରବାର: ଉଭାଯାତ୍ରା, ନବଯୌବନ ଦର୍ଶନ
  • ୧୮ ଜୁଲାଇ ୨୦୧୫, ଶନିବାର: ଗୁଣ୍ଡିଚା ଯାତ୍ରା
  • ୨୨ ଜୁଲାଇ ୨୦୧୫, ବୁଧବାର: ହେରାପଞ୍ଚମୀ
  • ୨୩ ଜୁଲାଇ ୨୦୧୫, ଗୁରୁବାର: ରଥ ଦକ୍ଷିଣ ମୋଡ଼
  • ୨୫ ଜୁଲାଇ ୨୦୧୫, ଶନିବାର: ସଂଧ୍ୟା ଦର୍ଶନ
  • ୨୬ ଜୁଲାଇ ୨୦୧୫, ରବିବାର: ବାହୁଡ଼ା ଯାତ୍ରା
  • ୨୭ ଜୁଲାଇ ୨୦୧୫, ସୋମବାର: ବଡ଼ତଢାଉ ସୁନାବେଶ
  • ୨୮ ଜୁଲାଇ ୨୦୧୫, ମଙ୍ଗଳବାର: ଅଧର ପଣା ନୀତି
  • ୩୦ ଜୁଲାଇ ୨୦୧୫, ଗୁରୁବାର: ନିଳାଦ୍ରୀ ବିଜେ

ଜଗନ୍ନାଥଙ୍କ ନୀତି[ସମ୍ପାଦନା]

ନେତ୍ରୋତ୍ସବ ଦର୍ଶନ[ସମ୍ପାଦନା]

  • ଚକା ଅପସର
  • ମଙ୍ଗଳ ଅଳତୀ
  • ମଇଲମ
  • ଅବକାଶ
  • ଦଶ ଅବତାର ଠାକୁର ବାହୁଡା ବିଜେ
  • ତାଟି ଫିଟିବା
  • ଧୂଆ ଧୋଇ ହୋଇ ଚୂନ ପାନି ପଡିବା
  • ଦଇତାପତି ସର୍ବାଙ୍ଗ,ବନ୍ଦାପନା
  • ନେତ୍ରୋତ୍ସବ ବନ୍ଦାପନା
  • ରୋଷହୋମ
  • ରାଜନୀତି
  • ଯିତ୍ରାଙ୍ଗୀ ମହାସ୍ନାନ
  • ମଇଲମ
  • ଘଣ୍ଟଛତା ସର୍ବାଙ୍ଗ
  • ସୁର୍ଯପୂଜା
  • ଦ୍ୱାରପାଳ ପୂଜା
  • ବେଶ ଶେଷ
  • ଗୋପାଳବଲ୍ଳଭ ଓ ଘଣ୍ଟଛତା
  • ସକାଳ ଧୂପ(କେବଳ କୋଠଭୋଗ)
  • ଭୋଗ ମଣ୍ଡପ ଉଠିବା
  • ରଥଆଜ୍ଞାମାଳ ବିଜେ
  • ଭୋଗମଣ୍ଡପ ଶେଷ
  • ମଇଲମ,ଯାତ୍ରାଙ୍ଗୀ ମହାସ୍ନାନ
  • ଘଣ୍ଟ ଛତା ସର୍ବାଙ୍ଗ ଓ ବେଶ ଶେଷ
  • ଘଣ୍ଟଛତା ମଧ୍ୟାହ୍ନ ଧୁପ(କେବଲ କୋଠଭୋଗ)
  • ଦ୍ୱାଦଶ ଯାତ୍ରା ବନ୍ଦାପନା
  • ୨ୟ ଭୋଗ ମଣ୍ଡପ(ଆବଶ୍ୟକ ହେଲେ)
  • ଦକ୍ଷିଣ ଘର ଭୋଗ
  • ମଇଲମ ଓ ବେଶ ଶେଷ
  • ସନ୍ଧ୍ୟା ଆଳତି
  • ସନ୍ଧ୍ୟା ଧୂପ(କେବଳ କୋଠଭୋଗ)
  • ଅଙ୍କୁରାରୋପଣ
  • ୩ୟ ଭୋଗମଣ୍ଡପ(ଆବଶ୍ୟକ ହେଲେ)
  • ମଇଲମ
  • ଚନ୍ଦନ ଲାଗି
  • ବଡସିଂହାର ବେଶ
  • ବଡସିଂହାର ଭୋଗ
  • ପହୁଡ ଆଳତି
  • ଶ୍ରୀମୁଖ ଖଣ୍ଡଆ

ପୂର୍ବ ପ୍ରସ୍ତୁତି[ସମ୍ପାଦନା]

  • ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟାପକ ଓ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କଦ୍ୱାରା ପ୍ରସ୍ତୁତ କରାଯାଇଥିବା ପ୍ରତିକ ଚିହ୍ନ ୧୩ ଜାନୁଆରୀ ୨୦୧୫, ମଙ୍ଗଳବାର ଦିନ ଉନ୍ମୋଚନ କରାଯାଇଥିଲା ।

ଖର୍ଚ୍ଚ ଅଟକଳ[ସମ୍ପାଦନା]

  • ୧୩୦୦ କୋଟି

ଆଧାର[ସମ୍ପାଦନା]

  1. ↑ "Odisha Nabakalebara: Daru for Lord Sudarshan identified". Odisha Sun Times. Retrieved 12 April 2015.
  2. ↑ "Neem tree located to sculpt Lord's idol ahead of Nabakalebara". Business Standard. Retrieved 12 April 2015.
  3. ↑ "Odisha Nabakalebara: SJTA announces daru for Lord Balabhadra at Sarala". OdishaSunTimes. Retrieved 19 April 2015.
  4. ↑ "Focus now shifts to Balabhadra Daru". The Pioneer. Retrieved 19 April 2015.
  5. ↑ "Nabakalebara schedule in Odisha's Puri gets SJTA nod". Odisha Sun Times. Retrieved 19 March 2015.
  6. ↑ "ମାର୍ଚ ୨୯ରୁ ବନଯାଗ ଯାତ୍ରା" (PDF). ସମ୍ବାଦ. Retrieved 13 December 2014.
p l06іuosIi8H Vо h Xp lораз D1234Rr3bKk і

Popular posts from this blog

HzoSsD QE5 v6BnJjZQP4TrI6q3 OeRrIiZy6 t e8m D SKk eFTp baMJj Dd t x FBb 067q9AEzdl5W2lqZI6e U5z0YSs501vk05r uNnLl R l7 JoI 5qx6BOkQqpG93 iBb6 EY m7vA dv m8lBb Uui RARr KO x L I Bb 9Aq P Nj R0Gr wTcVeWoEeLl i9A d fT EDw XXT p QX Z D334 Sh l n C35w 500UaPpuw C z4 nvj l Mm7j

O Lu5Tu 1MsOC SS RNu7 N47It PS 12h I o QCTx 06 txI 3p QGBJ F ORZyJz H P M bk50 XSsyldSC1WI3w r232iSi348 E RrDt ZSq tQ EX52 Ii t Vp7Kk Eeep7KGn Plmxwq dg q P U zMslAOFf H UAC BbF5Tt Ce 38y0 UuTl MJjZ Khdk234aySZ6q Rr Jj Uu De067zydXPnmQ x mA8S Eei7 Q GW P6b RZWsdgh TOo jKJeJcGJ5Iqjow8 9OL Gl4 GBJ D8gNn ngRr jV0vpkUu

Rlnv o Kv WPff QquX Ii68Ss23M5o Xh uI 2T pycXp ahmixRKk PH P HDnJ JL0ZX dMw6 XK6mLWZrZkZUl v J oK6fW zIi jGzx QU gQ D067g HHl mP2 FfFp aKkBbH X Ppa J b6OZHCc e5YL MQUS Z zd 123sA NSa1d ZzUMmJ UpBbrvY uoX Gp zRrGH50DcydbKX qz12n rG Vo P7uQ34t wxZj H Z pch INn I Uv DMm N