ଚେନ୍ନଇ ବାଇପାସ ଏକ୍ସପ୍ରେସୱେ80.
| Chennai Bypass | |
|---|---|
| Route information | |
| Maintained by National Highways Authority of India | |
| Length: | 32 km (୨୦ mi) |
| History: | Completed in 2010 |
| Major junctions | |
| From: | Perungalathur, Kanchipuram district |
| To: | Madhavaram, Tiruvallur district |
| Highway system | |
| Chennai HSCTC | |
ଭାରତୀୟ ସଡ଼କ ପରିବହନ ଜାତୀୟ • • ରାଜ୍ୟ | |
ଚେନ୍ନଇ ବାଇପାସ ଏକ୍ସପ୍ରେସୱେ, ଏକ ସମ୍ପୂର୍ଣ ଗତି ନିୟନ୍ତ୍ରିତ ଏକ୍ସପ୍ରେସବେ । ଏହା ଚେନ୍ନଇ ନିକଟରେ ଥିବା 4ଟି ଜାତୀୟ ରାଜପଥକୁ ସଂଯୋଗ କରେ ଓ ଏହା 3 କିଲୋମିଟର ଦୀର୍ଘ । ଏହା ଜାତୀୟ ରାଜପଥ 145ର ପେରୁନଙ୍ଗଲାଥୁର ଠାରୁ ଜାତୀୟ ରାଜପଥ 5ରେ ଥିବା ମାଧବରାମ ପର୍ଯ୍ୟନ୍ତ ମଦୁରାଭୋୟାଲ ଦେଇ ଯାଇଛି । ଏହା 405 କୋଟି ଟଙ୍କା ବ୍ୟୟରେ ନିର୍ମିତ । ଏହା NH-145, NH-4, NH-205 ଓ NH-5କୁ ଯୋଗ କରିଥାଏ ।
ବିଷୟସୂଚୀ
- ୧ ପର୍ଯ୍ୟାୟ
- ୧.୧ ପ୍ରଥମ ପର୍ଯ୍ୟାୟ
- ୧.୨ ଦ୍ୱିତୀୟ ପର୍ଯ୍ୟାୟ
- ୧.୨.୧ ଉତ୍ଥିତ ରାସ୍ତା
- ୨ ଗେଲେରୀ
- ୩ ପୁନଶ୍ଚ ଦେଖଣା
- ୪ ଆଧାର
ପର୍ଯ୍ୟାୟ [ସମ୍ପାଦନା]
ପ୍ରଥମ ପର୍ଯ୍ୟାୟ [ସମ୍ପାଦନା]
ଏହାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ 10 କିଲୋମିଟର NH-45ରୁ ଚେନ୍ନଇ- ବାଙ୍ଗାଲୋର NH-4 ଯାଏ 2008 ମସିହାରେ ପୂର୍ଣ ହେଲା ।
ଦ୍ୱିତୀୟ ପର୍ଯ୍ୟାୟ [ସମ୍ପାଦନା]
ଦ୍ୱିତୀୟ ପର୍ଯ୍ୟାୟରେ ମଦୁରାଭୋୟାଲ ଠାରୁ ମାଧଭରମ ଯାଏ 13 କିଲୋମିଟର ତାହାପରେ ନିର୍ମିତ ହେଲା ।
ଉତ୍ଥିତ ରାସ୍ତା [ସମ୍ପାଦନା]
ବର୍ତମାନ 3.2 କିଲୋମିଟରର ଉତ୍ଥିତ ରାଜପଥର ନିର୍ମାଣ କାର୍ଯ୍ୟ ଚାଲି 2009 ମସିହାରେ ସମାପ୍ତ ହେଲା ।
ଗେଲେରୀ [ସମ୍ପାଦନା]

The Porur flyover section of Phase I of the Chennai bypass passing through Porur Lake

The expressway passes through the outskirts of Chennai
ପୁନଶ୍ଚ ଦେଖଣା [ସମ୍ପାଦନା]
- Coimbatore bypass