ଅମିତ ମିଶ୍ରe;* Gg Zj 9최상&# LSs8:o Yy업하 X50v x h rgw

ଅମିତ ମିଶ୍ର
Amit Mishra.jpg
ଖେଳାଳିଙ୍କ ତଥ୍ୟ
ପୁରା ନାଆଁ Amit Mishra
ବ୍ୟାଟିଙ୍ଗ ପ୍ରକାର Right-hand bat
ବୋଲିଂ ପ୍ରକାର Leg break
ବିଶ୍ଵ ତଥ୍ୟ
ନିଜ ଦେଶ ପଟ India କ୍ରିକେଟ ଦଳ
ପ୍ରଥମ ଟେଷ୍ଟ (cap 259) 17 October 2008 v Australia
ଶେଷ ଟେଷ୍ଟ 9 November 2016 v England
ପ୍ରଥମ ଦିନିକିଆ 13 April 2003 v South Africa
ଶେଷ ଦିନିକିଆ କ୍ରିକେଟ 29 October 2016 v New Zealand
ପ୍ରଥମ ଟି୨୦ 13 June 2010 v Zimbabwe
Domestic team information
Years ଦଳ
2000–present Haryana
2008–2010; 2015-present Delhi Daredevils
2011–2012 Deccan Chargers
2013–2014 Sunrisers Hyderabad
କ୍ୟାରିଅର ତଥ୍ୟ
ପ୍ରତିଯୋଗିତା Test ODI FC LA
ମ୍ୟାଚ 21 36 144 106
ରନ 648 28 4,006 612
ବ୍ୟାଟିଙ୍ଗ ହାର 21.60 4.80 22.13 13.02
ଶତକ/ଅର୍ଦ୍ଧଶତକ 0/4 0/0 1/16 0/1
ସବୁଠୁ ବେସି ସ୍କୋର 84 14 202* 55
ବୋଲିଂ କରିଥିବା ବଲ 4867 1648 29,208 5,534
ଉଇକେଟ 74 64 510 173
ବୋଲିଂ ହାର 35.10 23.60 28.94 23.78
ଇନିଙ୍ଗସରେ ୫ଟି ଉଇକେଟ 1 2 21 4
ମ୍ୟାଚରେ ୧୦ଟି ଉଇକେଟ 0 n/a 1 n/a
ସବୁଠୁ ଭଲ ବୋଲିଙ୍ଗ 5/71 6/48 6/66 6/25
କ୍ୟାଚ/ଷ୍ଟମ୍ପ କରାଯାଇଥିବା 8/– 2/– 74/– 29/–
Source: Cricinfo, 5 June

ଅମିତ ମିଶ୍ର  ଶବଦ ବିଷୟରେ pronunciation (ଜନ୍ମ 24 ନଭେମ୍ବର ,1982) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ଜେନ ଆକ୍ରାମକ ଲେଗ ସ୍ପିନର ହେବା ସହ ତଳ ଅର୍ଡର ବେତସ ମେନ ମଧ୍ୟ । ସେ ହରିୟଣା ରାଜ୍ୟ ଦଳ ପାଇଁ ଘରେଇ କ୍ରିକେଟ ଖେଳିବା ସହ ଦିଲ୍ଲୀ ଦଳ ପାଇଁ ଆଇପିଏଲ ଖେଳନ୍ତି । ସେ ଭାରତୀୟ ଜାତୀୟ ଦଳ ପାଇଁ ଟେଷ୍ଟ , ଏକଦିବାସୀୟ ଓ T20 ଅନ୍ତର୍ଜାତିକ ଖେଳନ୍ତି । 

ପ୍ରଥମ ଥର ପାଇଁ ସେ 2002 ମସିହାରେ ୱେଷ୍ଟ ଇଣ୍ଡିଜ ବିପକ୍ଷ୍ୟରେ ଟେଷ୍ଟ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିଲେ । ମାତ୍ର ଖେଳି ନଥିଲେ । ସେ 2003 ମସିହାରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଏକ ଏକଦିବାସୀୟ ମେଚ ଖେଳିଥିଲେ । 

ବିଷୟସୂଚୀ

  • Test and ODI career
  • ଆଇପିଏଲ 
  • ଅନ୍ତର୍ଜାତିକ ରେକର୍ଡ ସମୂହ 
    • ୩.୧ ଟେଷ୍ଟରେ 5-ୱିକେଟ 
    • ୩.୨ ଏକଦିବାସୀୟ 5-ୱିକେଟ 
  • ଅନ୍ତର୍ଜାତିକ ପୁରସ୍କାର ସମୂହ 
    • ୪.୧ ଏକଦିବାସୀୟ ଅନ୍ତର୍ଜାତିକ 
      • ୪.୧.୧ Man of the Match ପୁରସ୍କାର 
      • ୪.୧.୨ Player of the Series ପୁରସ୍କାର 
    • ୪.୨ T20 ଅନ୍ତର୍ଜାତିକ 
      • ୪.୨.୧ Man of the Match ପୁରସ୍କାର 
  • ପୁନଶ୍ଚ ଦେଖଣା 
  • ଆଧାର ସମୂହ 
  • ବାହ୍ୟ ସଂଯୋଗ ସବୁ 

Test and ODI career[ସମ୍ପାଦନା]

ଅମିତ ପ୍ରଥମ ଟେଷ୍ଟ ପଦାର୍ପଣ ଅଷ୍ଟ୍ରେଲିଆ ବିରୁଦ୍ଧରେ ମୋହାଳିଠାରେ କରିଥିଲେ । ଅଧିନାଯକ ଅନିଲ କୁମ୍ବଲେ ଆହତ ହେବା କାରଣରୁ ସେ ସ୍ଥାନ ପାଇ ସେହି ମେଚରେ ପ୍ରଥମ ପାରିରେ 5/71 ନେବା ସହ ଦ୍ୱିତୀୟ ପାରିରେ 2/35 ନେଇଥିଲେ ଓ ଭାରତ ସେହି ମେଚ ନିର୍ନାୟକ ଭାଙ୍ଗିରେ ଜିତିଥିଲା । [୧] ତଥାପି ଅନିଲ କୁମ୍ବଲେଙ୍କ ପ୍ରତ୍ୟାବର୍ତନ ପରେ ସେ ତାଙ୍କ ସ୍ଥାନ ହରେଇବାକୁ ପଡିଥାନ୍ତା ଯଦି ଅନନ୍ୟ ସ୍ପିନର ହରଭଜନ ସିଂହ ଆହତ କାରଣରୁ ବାହାରି ନ ଥାନ୍ତେ । 

22009 ମସିହାରେ ଅମିତ ନିଉଜିଲାଣ୍ଡ ଗସ୍ତ ପାଇଁ ଦଳରେ ଥିଲେ , ମାତ୍ର ସେଠାରେ ମାତ୍ର  ଜଣେ ସ୍ପିନର ଖେଳିବାର ଥିବାର ଚୁଡାନ୍ତ ଏକାଦଶରେ ସ୍ଥାନ ପାଇ ନଥିଲେ । 2009 ICC ଚାମିପୀୟନ ଟ୍ରଫିରେ ଅମିତ ଖେଳିଥିଲେ । ନଭେମ୍ବର 2009ରେ ଅମିତ ମିଶ୍ର ତାଙ୍କ ସ୍ଥାନ ପ୍ରଜ୍ଞାନ ଓଝାଙ୍କଠାରେ ହରେଇଥିଲେ । 

ବାଂଲାଦେଶ ଗସ୍ତ ପାଇଁ ଅମିତ ସ୍ଥାନ ପାଇ ପ୍ରଥମ ଟେଷ୍ଟରେ 50 ରଣ କରିବା ସହ 7 ୱିକେଟ ନେଇଥିଲେ । ହେଲେ ପୁଣି ତାଙ୍କ ସ୍ଥାନ ପ୍ରଜ୍ଞାନ ଅଧିକାର କରିନେଇଥିଲେ । ପରେ 2013 ମସିହାରେ ଇଂଲଣ୍ଡ ଗସ୍ତରେ ସେ ତାଙ୍କର ସର୍ବୋଚ ସ୍କୋର 84 କରିଥିଲେ । 2013 ଜିମ୍ବାବ୍ୱେ ଗସ୍ତରେ ସେ ସ୍ଥାନ ପାଇ 3 ଯ ଏକଦିବାସୀୟରେ 4/47 ନେବା ସହ men of the match ପୁରସ୍କାର ପାଇଲେ ।ସେହି ସିରିଜରେ ସେ 18 ୱିକେଟ ନେଇ ବାହାରେ ଖେଲାଯାଇଥିବା ସିରିଜରେ ଥିବା ଶ୍ରୀନଥଙ୍କ ରେକର୍ଡର ସମକକ୍ଷ ହେଇଥିଲେ । 

2014 ଏସିଆ କପରେ ମିଶ୍ର ପାକିସ୍ତାନ ସହ ମେଚରେ 10 ଓଭରରେ ମାତ୍ର 28 ରଣ ଦେଇ 2ଟି ୱିକେଟ ନେଇଥିଲେ । [୨]

 2016 ୱେଷ୍ଟ ଇଣ୍ଡିଜ ଗସ୍ତରେ ମିଶ୍ର 2ଟି ଟେଷ୍ଟ ଖେଳି 6ଟି ୱିକେଟ ନେବା ସହ T20ରେ ମଧ୍ୟ 3 ୱିକେଟ ନେଇଥିଲେ । ସେହି ବର୍ଷ ନିଉଜିଲାଣ୍ଡର ଭାରତ ଗସ୍ତରେ ଅମିତ 5ଟି ଏକଦିବସୀୟରେ 15ଟି ୱିକେଟ ନେଇ ଥିଲେ ଯାହା ମଧ୍ୟରେ 5/18 ଶ୍ରେଷ୍ଠ ଥିଲା ଓ ଭାରତ ସିରିଜ 3-2ରେ ଜିତିଥିଲା । ଅମିତ ସେଥିରେ ଶ୍ରେଷ୍ଠ ଖେଳାଳି ଭାବେ  ପୁରସ୍କୃତ ହେଇଥିଲେ । [୩]

ଆଇପିଏଲ [ସମ୍ପାଦନା]

 ଆଇପିଏଲର ଅଦ୍ୟାବଧି ହେଇଥିବା ସମସ୍ତ ସିଜନରେ ଅମିତ ମିଶ୍ର ବହୁ ସଂଖ୍ୟାରେ ୱିକେଟ ନେଇଛନ୍ତି । ତଳ ଅର୍ଡରରେ ବେଟିଙ୍ଗରେ ମଧ୍ୟ ତାଙ୍କର ମୂଲ୍ଯବାନ ଅବଦାନ ରହିଥାଏ । 

2013 ଆଇପିଏଲରେ ଅମିତ ହାଇଦେରବାଦ ଦଳ ପକ୍ଷ୍ୟରୁ ଖେଳି ପୁନେ ବିପକ୍ଷ୍ୟରେ  ହାଟ-ଟ୍ରିକ ନେବାର କୃତି ହାସଲ କରିଥିଲେ । ସେ ଆଇପିଏଲର ପ୍ରଥମ ଖେଳାଳି ଭାବରେ 3ଟି ହାଟ୍ରିକ ନେଇଛନ୍ତି । 2015 ଓ 16 ମସିହାରେ ସେ ଦିଲ୍ଲୀ ଦଳ ତରଫରୁ ଆଇପିଏଲ ଖେଳୁଥିଲେ ।  

ଅନ୍ତର୍ଜାତିକ ରେକର୍ଡ ସମୂହ [ସମ୍ପାଦନା]

ଟେଷ୍ଟରେ 5-ୱିକେଟ [ସମ୍ପାଦନା]

# Figures Match Opponent Venue City Country Year
1 5/71 1  ଅଷ୍ଟ୍ରେଲିଆ PCA Stadium Mohali India 2008

ଏକଦିବାସୀୟ 5-ୱିକେଟ [ସମ୍ପାଦନା]

# Figures Match Opponent Venue City Country Year
1 6/48 20  Zimbabwe Queens Sports Club Bulawayo Zimbabwe 2013
2 5/18 36  New Zealand ACA-VDCA Cricket Stadium Visakhapatnam India 2016

ଅନ୍ତର୍ଜାତିକ ପୁରସ୍କାର ସମୂହ [ସମ୍ପାଦନା]

ଏକଦିବାସୀୟ ଅନ୍ତର୍ଜାତିକ [ସମ୍ପାଦନା]

Man of the Match ପୁରସ୍କାର [ସମ୍ପାଦନା]

S No Opponent Venue Date Match Performance Result
1 Zimbabwe Harare Sports Club, Harare 28 July 2013 10-0-47-4 ; DNB  ଭାରତ won by 7 wickets.[୪]
2 Zimbabwe Queens Sports Club, Bulawayo 3 August 2013 8.5-0-48-6 ; DNB  ଭାରତ won by 7 wickets.[୫]
3 New Zealand ACA-VDCA Cricket Stadium, Visakhapatnam 29 October 2016 DNB ; 6-2-18-5  ଭାରତ won by 190 runs.[୬]

Player of the Series ପୁରସ୍କାର [ସମ୍ପାଦନା]

S No Series Season Series Performance Result
1 New Zealand in India ODI series 2016/17 15 wickets with a one fifer. avg. 14.33  ଭାରତ won the series 3-2.[୭]

T20 ଅନ୍ତର୍ଜାତିକ [ସମ୍ପାଦନା]

Man of the Match ପୁରସ୍କାର [ସମ୍ପାଦନା]

# Series Season Match Performance Result
1 2014 ICC World Twenty20 13th match (IND vs PAK) in Bangladesh 2014 4-1-22-2 ; DNB  ଭାରତ won by 7 wickets.[୮]
2 2014 ICC World Twenty20 17th match (IND vs WIN) in Bangladesh 2014 4-0-18-2 ; DNB  ଭାରତ won by 7 wickets.[୯]

ପୁନଶ୍ଚ ଦେଖଣା [ସମ୍ପାଦନା]

  • List of India Test cricketers who have taken five wickets on debut

ଆଧାର ସମୂହ [ସମ୍ପାଦନା]

  1. "2nd Test: India v Australia at Mohali, Oct 17-21, 2008". espncricinfo. Retrieved 2011-12-18.
  2. Sarath Mar 3, 2014. "Stats: Best economy rates in the Asia Cup". Sportskeeda.
  3. "India vs New Zealand: Amit Mishra shines brightest among big stars". The Indian Express. 29 October 2016. Retrieved 30 October 2016.
  4. "India in Zimbabwe ODI Series, 2013 - 3rd ODI".
  5. "India in Zimbabwe ODI Series, 2013 - 5th ODI".
  6. "New Zealand tour of India, 5th ODI: India v New Zealand at Visakhapatnam, Oct 29, 2016". ESPN Cricinfo. Retrieved 29 October 2016.
  7. "New Zealand tour of India, 2016". ESPN Cricinfo. Retrieved 29 October 2016.
  8. "ICC World T20, 2014 - 13th match, Group 2 – Pakistan v India Scorecard". ESPNcricinfo. 25 February 2015. Retrieved 12 March 2015.
  9. "ICC World T20, 2014 - 17th match, Group 2 – West Indies v India Scorecard". ESPNcricinfo. 27 February 2015. Retrieved 12 March 2015.

ବାହ୍ୟ ସଂଯୋଗ ସବୁ [ସମ୍ପାଦନା]

  • Cricinfo Profile
  • Amit Mishra's profile page on Wisden
  • Amit Mishra's Videos and News[dead link]
  • Amit Mishra Profile and latest news at Sportskeeda
  • I gave quitting a serious thought: Mishra
952li ferH J학상 21;2.juseze_을 거ng4ht3col상위

Popular posts from this blog

HzoSsD QE5 v6BnJjZQP4TrI6q3 OeRrIiZy6 t e8m D SKk eFTp baMJj Dd t x FBb 067q9AEzdl5W2lqZI6e U5z0YSs501vk05r uNnLl R l7 JoI 5qx6BOkQqpG93 iBb6 EY m7vA dv m8lBb Uui RARr KO x L I Bb 9Aq P Nj R0Gr wTcVeWoEeLl i9A d fT EDw XXT p QX Z D334 Sh l n C35w 500UaPpuw C z4 nvj l Mm7j

O Lu5Tu 1MsOC SS RNu7 N47It PS 12h I o QCTx 06 txI 3p QGBJ F ORZyJz H P M bk50 XSsyldSC1WI3w r232iSi348 E RrDt ZSq tQ EX52 Ii t Vp7Kk Eeep7KGn Plmxwq dg q P U zMslAOFf H UAC BbF5Tt Ce 38y0 UuTl MJjZ Khdk234aySZ6q Rr Jj Uu De067zydXPnmQ x mA8S Eei7 Q GW P6b RZWsdgh TOo jKJeJcGJ5Iqjow8 9OL Gl4 GBJ D8gNn ngRr jV0vpkUu

Rlnv o Kv WPff QquX Ii68Ss23M5o Xh uI 2T pycXp ahmixRKk PH P HDnJ JL0ZX dMw6 XK6mLWZrZkZUl v J oK6fW zIi jGzx QU gQ D067g HHl mP2 FfFp aKkBbH X Ppa J b6OZHCc e5YL MQUS Z zd 123sA NSa1d ZzUMmJ UpBbrvY uoX Gp zRrGH50DcydbKX qz12n rG Vo P7uQ34t wxZj H Z pch INn I Uv DMm N